Browsing Tag

first international award

ଭୂମିଙ୍କୁ ମିଳିଲା ପ୍ରଥମ ଅନ୍ତର୍ଜାତୀୟ ପୁରସ୍କାର, ଆଓ୍ଵାର୍ଡ ସହ ସେୟାର କଲେ ଫଟୋ

ଜଣେ ମୋଟୀ ମହିଳାଙ୍କ ଚରିତ୍ରରେ କ୍ୟାରିୟର ଆରମ୍ଭ କରିଥିବା ଭୂମି ପେଡ଼ନେକରଙ୍କୁ ଆଜି ଚିହ୍ନିବା ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଟଏଲେଟ୍‌, ଶୁଭମଙ୍ଗଳ ସାବଧାନ ଆଦି ଫିଲ୍ମରେ ଜବରଦସ୍ତ ଆକ୍ଟିଂ ପରେ ଭୂମି ଖୁବ୍‌ କମ୍‌ ସମୟ ମଧ୍ୟରେ ଦର୍ଶକଙ୍କ ହୃଦୟରେ ଜାଗା ତିଆରି କରିସାରିଛନ୍ତି।…