Browsing Tag

fiscal system

ବିତ୍ତୀୟ ବ୍ୟବସ୍ଥା ଓ ପରିଚାଳନାରେ ଆଗକୁ ବଢୁଛି ଓଡ଼ିଶା

ବିତ୍ତୀୟ ବ୍ୟବସ୍ଥା ଓ ପରିଚାଳନାରେ ଆଗକୁ ବଢୁଛି ଓଡ଼ିଶା । ୨୦୧୭-୧୮ ଓ ୨୦୨୨-୨୩ରେ ମୁଣ୍ଡପିଛା ଆୟରେ ସର୍ବାଧିକ ବୃଦ୍ଧି ହୋଇଛି। ପୂର୍ବ ଭାରତରେ ମୁଣ୍ଡପିଛା ଆୟରେ ଓଡ଼ିଶା ଆଗରେ ଥିବା ଲୋକସଭାର ପ୍ରଶ୍ନକାଳ ଉତ୍ତରରୁ ସ୍ପଷ୍ଟ ହୋଇଛି । ରାଜ୍ୟର ଋଣହାର ଦେଶରେ ସବୁଠୁ କମ୍ ଅଛି । ବିତ୍ତୀୟ…