Below header
Browsing Tag

five men killed calf

ବାଛୁରୀକୁ ମାରି ଭୋଜି କରି ଖାଇଲେ, ଧରାପଡ଼ି ଗାଁ ସଭାରେ ଆଣ୍ଠେଇଲେ ୫ ଯୁବକ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ବାଛୁରୀକୁ ମାରି ଭୋଜି କରି ଖାଇବା ପରେ ଧରାପଡ଼ି ଦଣ୍ଡିତ ହୋଇଛନ୍ତି ପାଞ୍ଚଜଣ। ବଣାମିରା ଗାଁର ୫ଜଣ ଯୁବକ ପାଳିବାକୁ ଏକ ବାଛୁରୀ କିଣିଥିଲେ। ତେବେ ଗତକାଲି ସେମାନେ ବାଛୁରୀକୁ ହତ୍ୟା କରି ଭୋଜି କରିଥିବା ଘଟଣା ଗ୍ରାମବାସୀ…