ବର୍ଷର ପ୍ରଥମ ବଡ଼ ସେଭିଙ୍ଗ୍ ସେଲ୍ ଦେଉଛି ଫ୍ଲିପକାର୍ଟ, ଆଫର୍ଡେବଲ ପ୍ରାଇସରେ ମିଳୁଛି ଫୋନ୍
ଫ୍ଲିପକାର୍ଟର ବର୍ଷର ପ୍ରଥମ ବଡ଼ ସେଭିଙ୍ଗ୍ ସେଲ୍ ଆରମ୍ଭ ହୋଇଛି । ଜାନୁଆରୀ ୨ ରୁ ଜାନୁଆରୀ ୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍ ଅନେକ ପ୍ରଡକ୍ଟ ଉପରେ ଦମଦାର ଡିସକାଉଣ୍ଟ ପ୍ରଦାନ କରୁଛି । ଏହି ସେଲ୍ ସମୟରେ ସ୍ମାର୍ଟଫୋନ୍ ୫,୯୯୯ ଟଙ୍କାରୁ ଆରମ୍ଭ କରି ବହୁତ କମ୍ ମୂଲ୍ୟରେ…