Browsing Tag

flood in aasam

ଅସ୍ତବ୍ୟସ୍ତ ଆସାମ, ଯୁଆଡେ ଚାହିଁବ ପାଣି ଆଉ ପାଣି

କେନ୍ୟୁଜ୍(ବ୍ୟୁରୋ): ଆସାମରେ ବନ୍ୟା ପରିସ୍ଥିତି ଥମିବାରେ ନାଁ ଧରୁନାହିଁ । ଯୁଆଡେ ଚାହିଁବ ପାଣି ଆଉ ପାଣି। ବ୍ରହ୍ମପୁତ୍ର ଓ ବାରାକ୍‌ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ହଜାର ହଜାର ଗାଁ ପାଣି ଘେରରେ ରହିଛି । ଗାଁରେ ଡଙ୍ଗା ଚାଲିଛି। ୩୨ ଜିଲ୍ଲାର ୫୫ ଲକ୍ଷରୁ ଅଧିକ ଲୋକ…