Below header
Browsing Tag

flood situation in assam

ଆସାମରେ ସ୍ଥିତି ସଙ୍ଗୀନ୍: ବନ୍ୟାରେ ୯୩ ଓ ଭୂସ୍ଖଳନରେ ୨୬ ଜଣଙ୍କ ମୃତ୍ୟୁ

ଆସାମ: ଗମ୍ଭୀର ହେବାରେ ଲାଗିଛି ଆସାମରେ ବନ୍ୟା ସ୍ଥିତି। ବନ୍ୟାରେ ୯୩ ଓ ଭୂସ୍ଖଳନରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା ଯୋଗୁଁ ଆସାମର ୩୩ଟି ଜିଲ୍ଲାର ୨୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବିଶ୍ୱ ପ୍ରସିଦ୍ଧ କାଜିରଂଗା ଅଭୟାରଣୟର ୯୦ ପ୍ରତିଶତ ବନ୍ୟା ଜଳରେ ଉବୁଟୁବୁ ହୋଇଛି। ଫଳରେ ବହୁ…

ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ୍: ଲଗାଣ ବର୍ଷା ଯୋଗୁଁ ବଢିବାରେ ଲାଗିଛି ବ୍ରହ୍ମପୁତ୍ର ନଦୀ, ଗଲାଣି ୭୬ ଜଣଙ୍କ ଜୀବନ

ଆସାମ: ଆସାମରେ ବନ୍ୟା । ଚିନ୍ତା ବଢ଼ାଇଛି ବ୍ରହ୍ମପୁତ୍ର ନଦୀରେ ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ବନ୍ୟା ଯୋଗୁ ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୭୬ ଜଣଙ୍କ ଜୀବନ ଗଲାଣି । ବନ୍ୟା ଯୋଗୁ ଅନେକ ଜିଲ୍ଲା ପ୍ରଭାବିତ ହୋଇଛି ।…