Browsing Tag

flood water in akhandalamani

ଆରଡି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ପଶିଲା ବର୍ଷା ପାଣି, ପ୍ରଶାସନ ପକ୍ଷରୁ ପମ୍ପ ଯୋଗେ ହେଉଛି ନିଷ୍କାସନ

ଚାନ୍ଦବାଲି: ରାଜ୍ଯରେ ଲାଗିରହିଛି ଲଗାଣ ବର୍ଷା । ଯାହାଫଳରେ ଅନେକ ସ୍ଥାନ ଜଳବନ୍ଦୀ । ସାଧାରଣ ଯାତାୟତରେ ଉପୁଯିଛି ସମସ୍ଯା। ଏହାଭିତରେ ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ମଧ୍ଯ ବର୍ଷା ପାଣି ପଶିଥିବା ଜଣାପଡିଛି । ବାବା ଶିବଗଙ୍ଗା…