Below header
Browsing Tag

food for blood group

ଆପଣ ନିଜର ବ୍ଲଡ ଗ୍ରୁପ ଅନୁଯାୟୀ ଖାଆନ୍ତି କି ? ଜାଣନ୍ତୁ କେଉଁ ବ୍ଲଡ ଗ୍ରୁପ ଲୋକେ କ’ଣ ଖାଇବା ଉଚିତ୍‌

ସୁସ୍ଥ ରହିବା ପାଇଁ ଲୋକେ କ’ଣ କ’ଣ ନ କରୁଛନ୍ତି । ଆଜିକାଲି ଫିଟ ରହିବା ପାଇଁ ବ୍ଲଡ ଗ୍ରୁପ ଅନୁଯାୟୀ ଖାଦ୍ୟ ନେବା ଆରମ୍ଭ କଲେଣି । ଆପଣ ନିଜର ବ୍ଲଡ ଗ୍ରୁପ ଅନୁଯାୟୀ ଖାଦ୍ୟ ଓ ବ୍ୟାୟାମ କରିବା ବାଛିପାରିବେ । ଆସନ୍ତୁ ଜାଣିବା ଆପଣ ବ୍ଲଡ ଗ୍ରୁପ ଅନୁଯାୟୀ କେଉଁ ପ୍ରକାର ଖାଦ୍ୟ ନେବା ଉଚିତ୍‌…

ଏହି ବ୍ଲଡ ଗ୍ରୁପ ଲୋକେ କମ୍‌ ଖାଆନ୍ତୁ ଚିକେନ-ମଟନ, ଜାଣନ୍ତୁ କ’ଣ ହେବ ଅସୁବିଧା

ଅଧିକାଂଶ ସମୟରେ ଦେଖାଯାଇଛି ଦାମିକିଆ ଓ ପୁଷ୍ଟିକର ଖାଦ୍ୟ ଖାଉଥିଲେ ହେଁ ଲୋକେ ରୋଗରେ ପଡ଼ିଥାନ୍ତି । ଏହା ପଛରେ ରହିଛି ଆପଣଙ୍କ ବ୍ଲଡ୍‌ ଗ୍ରୁପ୍‌ ର କାରଣ । ବ୍ଲଡ ଗ୍ରୁପ ହିସାବରେ ଯଦି ଆପଣ ଖାଦ୍ୟ ଖାଇବାକୁ ନିଷ୍ପତ୍ତି ନେବେ ତେବେ ଆପଣ କମ୍‌ ରୋଗରେ ପଡ଼ିବା ସହ ସ୍ୱାସ୍ଥ୍ୟ ଠିକ୍‌ ରହିବ ।…