Browsing Tag

for love affair

ଝିଅକୁ ମାରି ପଥରରେ ବାନ୍ଧି ନଈକୁ ଫିଙ୍ଗିଦେଲେ ବାପା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

୧୭ବର୍ଷର ଝିଅ ପ୍ରେମରେ ପଡିଥିଲା । ଝିଅର ପ୍ରେମକୁ ସହି ପାରୁନଥିଲେ ବାପା । ସୈତାନ ସାଜିଲେ ବାପା । ଗୁଳି କରି ପଥରରେ ବାନ୍ଧି ନଈକୁ ଫିଙ୍ଗିଦେଲେ । ଆଉ ତା'ପରେ ଯାହା ଘଟିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ହଁ ଦର୍ଶକବନ୍ଧୁ,୧୭ ବର୍ଷୀୟ ଝିଅର ପ୍ରେମ ସମ୍ପର୍କକୁ ନେଇ ବାପା ବିରକ୍ତ ଥିଲେ ।…

ସଇତାନ ସାଜିଲା ନାବାଳିକା, ପ୍ରେମ ପାଇଁ ବାପାକୁ କଲା ହତ୍ୟା

ପ୍ରେମରେ ବାଧକ ସାଜିଲେ ବାପା। ନିରାଶ ହୋଇ ବାପାକୁ ହତ୍ୟା କରିବାକୁ ପଛାଇଲା ନାହିଁ ନାବାଳିକା ଝିଅ। ପ୍ରେମିକ ସାଙ୍ଗରେ ସପିଂ ମଲରେ ଦେଖିବା ବାପାଙ୍କ ପାଇଁ ହେଲା କାଳ । ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ ଛୁରୀ ଭୁସି ବାପାକୁ ହତ୍ୟା କରିବା ସହ ନିଆଁ ଲଗାଇ ପୋଡି ମାରିବାକୁ ଉଦ୍ୟମ…