Browsing Tag

force for marriage

ଇଚ୍ଛା ନଥିଲେ ମଧ୍ୟ ଏସବୁ କାରଣରୁ ବିବାହ କରୁଛନ୍ତି ଏବେକା ଯୁବପିଢ଼ି, ଆପଣଙ୍କ ଉପରେ ବି ପଡ଼ୁନି ତ ଚାପ!

ବିବାହ ଗୋଟିଏ ଦିନ ପାଇଁ ନୁହେଁ ବରଂ ସାରା ଜୀବନ ପାଇଁ କରାଯାଏ। ଏଣୁ ସାଥୀ ବାଛିବା ପୂର୍ବରୁ ତାଙ୍କର ପ୍ରତ୍ୟେକ ଜିନିଷ ଜାଣି ନେବା ଜରୁରୀ। ଯାହାକୁ ଦେଖିଲେ ଲାଗୁଛି ଯେ ତାଙ୍କ ସହ ଆପଣ ସାରା ଜୀବନ ବିତାଇପାରିବେ ଓ ସେ ଆପଣଙ୍କୁ ସବୁଠୁ ଅଧିକ ବୁଝୁଛନ୍ତି ତାଙ୍କ ସହ ହିଁ ବିବାହ କରନ୍ତୁ।…