ଗିରଫ ହେଲେ ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଦୁଖୁ, କୋର୍ଟ ଚାଲାଣ କଲା ଭିଜିଲାନ୍ସ
ନବରଙ୍ଗପୁର : ଗିରଫ ହେଲେ ରାୟଗଡ଼ା ଜିଲ୍ଲା ଗୁଡାରି ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଦୁଖୁ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ବେଆଇନ ଭାବେ ଅଫିସ ଗାଡିରେ ଟଙ୍କା ନେଉଥିବା ବେଳେ ଧରାପଡିଥିଲେ ସୁକୁମାର । ସୁକୁମାରଙ୍କଠାରୁ ୨ ଲକ୍ଷ ୩୩ ହଜାର ଟଙ୍କା ଜବତ କରିଛି…