Browsing Tag

former finance minister

ଅସ୍ତ ହୋଇଗଲେ ଅରୁଣ, ଲିଭିଗଲା ଜେଟଲୀଙ୍କ ଜୀବନ ପ୍ରଦୀପ

ପରଲୋକରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ। ଅରୁଣ ସଫ୍ଟ ଟସୁ କ୍ୟାନସର ରୋଗରେ ପୀଡିତ ହୋଇଥିଲେ। ଏଥିପାଇଁ ପୁର୍ବରୁ ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ ସେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।…