Browsing Tag

freecharge app

ପ୍ରଥମେ କରିନିଅନ୍ତୁ ମାଗଣା ସପିଂ, ଗୋଟେ ମାସ ପରେ ଦେବେ ପଇସା: Freecharge ଆଣିଲା ଜବରଦସ୍ତ ଫିଚର

କରୋନା ଭାଇରସ କାରଣରୁ ଦେଶରେ ଚାଲିଥିବା ଲକଡାଉନକୁ ଦେଖି ଇ-ୱାଲେଟ କମ୍ପାନୀ Freecharge ୟୁଜର୍ସଙ୍କ ପାଇଁ ସ୍ବତନ୍ତ୍ର ସର୍ଭିସ Pay later ଜାରି କରିଛି। କମ୍ପାନୀ ଏହି ସର୍ଭିସ ୟୁଜର୍ସଙ୍କ ସୁବିଧାକୁ ଧ୍ୟାନରେ ରଖି କରିଛି। Pay Later ଫିଚର ବ୍ଯବହାର କରି ନିଜର ଜରୁରୀ କାମ କରିଦିଅନ୍ତୁ…