Below header
Browsing Tag

friendship match

ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ, ଡିସିପି ଏକାଦଶକୁ ହରାଇଲା କ୍ରାଇମ ରିପୋର୍ଟର ଏକାଦଶ

ଭୁବନେଶ୍ୱର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଏକ ବନ୍ଧୁତ୍ୱପୂର୍ଣ ମ୍ୟାଚ କ୍ରାଇମ ରିପୋର୍ଟର ଏକାଦଶ ଡିସିପି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚକୁ ଜିତିନେଇଛି କ୍ରାଇମ ରିପୋର୍ଟର ଏକାଦଶ। କ୍ରାଇମ ରିପୋର୍ଟର ଏକାଦଶ ଏବଂ ଡିସିପି ଏକାଦଶ ମଧ୍ୟରେ ହୋଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ…

ଉତ୍କଳ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଛି ଟାଟା ଷ୍ଟିଲ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍

ଭୁବନେଶ୍ୱର (କେନ୍ୟୁଜ୍) : ଉତ୍କଳ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଛି ଟାଟା ଷ୍ଟିଲ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ । ଲିଡର ୧୧, ବ୍ୟୁରୋକ୍ରାଟ ୧୧, ମିଡିଆ ୧୧ ଓ ଟାଟା ଅଫିସର ୧୧ ଏଥିରେ ଭାଗ ନେଇଛନ୍ତି । ତିନିଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଲିଡର ୧୧ ଓ ବ୍ୟୁରୋକ୍ରାଟ ୧୧ । ଟସ୍…