ଉତ୍କଳ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଛି ଟାଟା ଷ୍ଟିଲ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍

ଭୁବନେଶ୍ୱର (କେନ୍ୟୁଜ୍) : ଉତ୍କଳ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଛି ଟାଟା ଷ୍ଟିଲ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ । ଲିଡର ୧୧, ବ୍ୟୁରୋକ୍ରାଟ ୧୧, ମିଡିଆ ୧୧ ଓ ଟାଟା ଅଫିସର ୧୧ ଏଥିରେ ଭାଗ ନେଇଛନ୍ତି । ତିନିଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଲିଡର ୧୧ ଓ ବ୍ୟୁରୋକ୍ରାଟ ୧୧ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ବ୍ୟୁରୋକ୍ରାଟ୍ ୧୧।

Leave A Reply

Your email address will not be published.