ଆଉ ଦିନକ ପରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ, ଆଜି ମହାତ୍ମା ଗାନ୍ଧି ମାର୍ଗରେ ଫୁଲ୍ ଡ୍ରେସ ରିହରସଲ୍
ଭୁବନେଶ୍ୱର(କେନ୍ଯୁଜ୍): ଆଉ ଦିନକ ପରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଫୁଲ୍ ଡ୍ରେସ ରିହରସଲ ହେବ । ପୋଲିସ ଡିଜି ସୁନୀଲ କୁମାର ବଂଶଲ ପରେଡ ନିରୀକ୍ଷଣ କରିବେ । ସେପଟେ ରାଜ୍ୟସ୍ତରୀୟ…