Browsing Tag

gaganyaan astronauts

ରୁଷରେ ତିଆରି ହେଉଛି ଅନ୍ତରୀକ୍ଷ ସୁଟ, ପିନ୍ଧିବେ ‘ଗଗନୟାନ’ ମହାକାଶ ଯାତ୍ରୀ

ରୁଷୀୟ ଅନୁସନ୍ଧାନ ଏବଂ ବିକାଶ ଉଦ୍ୟମ 'ୱେଜଦା' ଭାରତୀୟ ମହାକାଶ ଯାତ୍ରୀଙ୍କ ପାଇଁ ଅନ୍ତରୀକ୍ଷ ସୁଟର ତିଆରି କାର୍ଯ୍ୟ ଆରମ୍ଭ କରିଦେଇଛି। ଏହା ମହାକାଶକୁ ମାନବ ପଠେଇବାର ଭାରତର ପ୍ରଥମ ଅଭିଯାନ 'ଗଗନୟାନ'ରେ ବ୍ୟବହାର ହୋଇପାରେ। ରୁଷର ଏକ ସଂସ୍ଥା ଏ ନେଇ ସୂଚନା ଦେଇଛି। Glavkosmos…