Browsing Tag

GAJA IS COMING SOON

ବାତ୍ୟାର ନାଁ ଗାଜା ନୁହେଁ ‘ଗଜ’, ଦେଇଥିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ : ଦକ୍ଷିଣ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ଝଡ଼ର ନାଁ ‘ଗାଜା’ ନୁହେଁ ଗଜ । ନାଁଟି ଶ୍ରୀଲଙ୍କା ବୈଜ୍ଞାନିକମାନେ ଦେଇଥିଲେ । ସଂସ୍କୃତ ଶବ୍ଦ ଗଜ ଅର୍ଥାତ୍ ହାତୀରୁ ଏହି ନାଁଟି ଦିଆଯାଇଛି । ବାତ୍ୟାକୁ ନେଇ ପାଣିପାଗ ବିଶେଷଜ୍ଞ, ପାଣିପାଗ କେନ୍ଦ୍ର ଏବଂ ସାଧାରଣ…