Browsing Tag

gamil log in

ଆଉ କେଉଁଠି ଖୋଲା ନାହିଁ ତ ଆପଣଙ୍କ ଜିମେଲ ଆକାଉଣ୍ଟ! ଏହି ଉପାୟରେ ଜାଣନ୍ତୁ

ଜି-ମେଲ୍‌ ବର୍ତ୍ତମାନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଗଲାଣି। ଇଣ୍ଟରନେଟ୍‌ ସହ ଜଡ଼ିତ ପ୍ରାୟ ସବୁ କାମ ପାଇଁ ଏହା ଜରୁରୀ। ଏଣୁ ଏହାର ସୁରକ୍ଷା ବି ଖୁବ୍‌ ଜରୁରୀ। ଯଦି ଆମେ ଆଲର୍ଟ ନ ରହିବା ତେବେ ଆମ ବ୍ୟକ୍ତିଗତ ଡାଟା ଲିକ୍‌ ହୋଇପାରେ। ଏଣୁ ସବୁବେଳେ ସତର୍କ ରହିବା ନିହାତି…