Browsing Tag

ganapati puja

ମନର ସମସ୍ତ ଶକ୍ତିର ସ୍ୱାମୀ ହେଉଛନ୍ତି ଗଜାନନ ଗଣପତି, ଏମିତି କରନ୍ତୁ ପ୍ରଶନ୍ନ

ଚିତ୍ତ ବା ହୃଦୟର ୫ ପ୍ରକୃତି ରହିଥିବା କୁହାଯାଏ । ଏମାନେ ହେଲେ କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ଏକାଗ୍ର ଓ ନିରୁଦ୍ଧ । ହୃଦୟ ଯେଉଁଆଡେ ଯାଏ ଏଗୁଡ଼ିକ ସେଥିରେ ତଦାକାର ହୋଇଯାଆନ୍ତି । ଯାହଦ୍ୱାରା ଅଖଣ୍ଡ ଓ ଅନୂପମ ଆନନ୍ଦ ଅନୁଭବ ହୋଇଥାଏ । ହୃଦୟ ପ୍ରବୃତ୍ତିର ନିରୋଧ ମୂଳାଧାର ଚକ୍ର ବିକଶିତ ହେଲେ…