Browsing Tag

ganesh puja covid guidelines

ଗଶେଶ ପୂଜା ନେଇ BMC ପକ୍ଷରୁ ଆସିଲା ନୂଆ ଗାଇଡଲାଇନ୍, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ବର(କେନ୍ଯୁଜ୍): ଗଶେଶ ପୂଜା ନେଇ BMC ପକ୍ଷରୁ ଆସିଲା ନୂଆ ଗାଇଡଲାଇନ୍। କୋଭିଡ୍ କଟକଣାକୁ ନଜରରେ ରଖି ଜନସାଧାରଣଙ୍କ ସୁରକ୍ଷା ପାଇଁ ଜାରି ହୋଇଛି ଗାଇଡଲାଇନ୍। ମଣ୍ଡପ କିମ୍ବା ପେଣ୍ଡାଲରେ କୋଭିଡ କଟକଣାରେ ହୋଇପାରିବ ପୂଜା। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ…