Browsing Tag

ganja case

କନ୍ଧମାଳ: ଗାଡ଼ିରେ ପ୍ରେସ ଲେଖି କରୁଥିଲେ ଗଂଜେଇ ଚାଲାଣ, ପୋଲିସ ହାତରେ ଧରାପଡ଼ିଲେ ୫ ଅପରାଧୀ

କନ୍ଧମାଳ: କନ୍ଧମାଳ ପୋଲିସକୁ ଏକ ବଡ ସଫଳତା ମିଳିଛି । ଏକ ବଡ ଧରଣର ଗଂଜେଇ ଚାଲାଣକୁ ଧରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଚାଲାଣ ଏମିତି ସେମିତି ନୁହେଁ ବରଂ ଗଣମାଧ୍ୟମ ଚିହ୍ନକୁ ଢାଲ କରି କରାଯାଉଥିଲା । ଗଣମାଧ୍ୟମର ବୁମ ରଖି ଗାଡ଼ିରେ ପ୍ରେସ…