Browsing Tag

Ganja Plantation Destroyed

ମୋହନା : ପୋଲିସ ଓ ଅବକାରୀ ବିଭାଗକୁ ଆଉ ଏକ ସଫଳତା, ପୋଡ଼ାଗଲା ୧୫ କୋଟି ଟଙ୍କାର ଗଞ୍ଜେଇ ଗଛ

ମୋହନା (କେ ନ୍ୟୁଜ୍‌) : ଗଜପତି ଜ଼ିଲ୍ଲା ମୋହନା ଅଞ୍ଚଳରେ ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଗଞ୍ଜେଇ ଚାଷ ନଷ୍ଟ କରିବା ପ୍ରକ୍ରିୟା ଜାରି ରହିଛି । ଗତକାଲି ପରେ ଆଜି ମୋହନା ଥାନା ଅନ୍ତର୍ଗତ ନିଜୁମା-ରୁଆଆମ୍ବ ଜଙ୍ଗଲରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭୬ ଏକର…