Below header
Browsing Tag

ganjam police

ଲୁଟେରା ଗ୍ୟାଙ୍ଗ ଗିରଫ, ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଲୁଟିଥିଲେ ଲକ୍ଷାଧିକ ଟଙ୍କା

କେନ୍ୟୁଜ ବ୍ୟୁରୋ : ଚୋର ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ। ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଏଟିଏମ୍‌ କାର୍ଡଧାରୀଙ୍କଠାରୁ କୌଶଳକ୍ରମେ ଏଟିଏମ୍‌ କାର୍ଡ ବଦଳାଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା। ଗିରଫ ଦୁଇ ଜଣ ଲୁଟେରା ହେଲେ ଗଜପତି ଜିଲ୍ଲା…

ଦିନକୁ ଦିନ ବଢିବାରେ ଲାଗିଛି ସମସ୍ୟା: ଗଞ୍ଜାମ ପୋଲିସର ୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମ : ଗଞ୍ଜାମ ପୋଲିସର ୫ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଗଞ୍ଜାମ୍‌ ଏସ୍‌ପି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । କରୋନା ଯୋଦ୍ଧାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସମସ୍ୟା ବଢିବାରେ ଲାଗିଛି । ପୋଲିସ କର୍ମଚାରୀଙ୍କ ସହ ଘରୋଇ ହସ୍ପିଟାଲର କର୍ମଚାରୀ ଓ ଡାକ୍ତରମାନେ ପଜିଟିଭ୍‌…

ଗଞ୍ଜାମ: ୭୦ ଲକ୍ଷ ଟଙ୍କାର ବିଦେଶୀ ମଦ ବୋଝେଇ ଟ୍ରକ ଜବତ କଲା ଭଞ୍ଜନଗର ପୋଲିସ

ଭଞ୍ଜ ନଗର: ଟ୍ରକ ସହ ପ୍ରାୟ ୭୦ ଲକ୍ଷ ଉର୍ଦ୍ଦ୍ୱ ଟଙ୍କାର ବିଦେଶୀ ମଦ ଜବତ କରିଛି ଗଂଜାମ ଜିଲ୍ଲା ଭଞ୍ଜନଗର ପୋଲିସ । ଏହା ସହ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି । ସୂଚନା ମୁତାବକ ଲକ ଡାଉନ ଘୋଷଣା ହେବା ପୂର୍ବରୁ ଏହି ମଦ ବୋଝେଇ ଟ୍ରକଟି ଖୋର୍ଦ୍ଧା ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଆସିଥିଲା…

ପରମ୍ପରା ବନାମ ଆଇନ, କୁମାର ପୂର୍ଣ୍ଣିମାରେ ଜୁଆଖେଳ ରୋକିବାକୁ ଆକ୍ସନ ମୁଡରେ ଗଞ୍ଜାମ ପୋଲିସ

ଗଞ୍ଜାମ(କେନ୍ୟୁଜ୍): କୁମାର ପୂର୍ଣ୍ଣିମା ଆସିଲେ ଜମେ ତାସ ଖେଳର ଆସର। ହେଲେ ଏହି ପାରମ୍ପରିକ ଖେଳ ଏବେ ଜୁଆ ଖେଳର ସ୍ଥାନ ନେଇଛି। କୁମାର ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲାରେ ରହିଛି ତାସ ଖେଳର ପରମ୍ପରା। ତେବେ ଏହା ପୂର୍ବରୁ ସକ୍ରିୟ ହୋଇ ଉଠିଛନ୍ତି ଜୁଆଡ଼ି। ଆଉ ପୋଲିସ ବି ଏହାକୁ…