ପରମ୍ପରା ବନାମ ଆଇନ, କୁମାର ପୂର୍ଣ୍ଣିମାରେ ଜୁଆଖେଳ ରୋକିବାକୁ ଆକ୍ସନ ମୁଡରେ ଗଞ୍ଜାମ ପୋଲିସ

ଗଞ୍ଜାମ(କେନ୍ୟୁଜ୍): କୁମାର ପୂର୍ଣ୍ଣିମା ଆସିଲେ ଜମେ ତାସ ଖେଳର ଆସର। ହେଲେ ଏହି ପାରମ୍ପରିକ ଖେଳ ଏବେ ଜୁଆ ଖେଳର ସ୍ଥାନ ନେଇଛି। କୁମାର ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲାରେ ରହିଛି ତାସ ଖେଳର ପରମ୍ପରା। ତେବେ ଏହା ପୂର୍ବରୁ ସକ୍ରିୟ ହୋଇ ଉଠିଛନ୍ତି ଜୁଆଡ଼ି। ଆଉ ପୋଲିସ ବି ଏହାକୁ ରୋକିବାକୁ ଆକ୍ସନ ମୁଡରେ। ଗତକାଲି ଏକ ବଡ଼ ଧରଣର ଜୁଆ ଗ୍ୟାଙ୍ଗକୁ ଧରିବା ସହ ପ୍ରାୟ ୧୬ଲକ୍ଷ ଟଙ୍କା ଜବତ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.