Below header

ଅଶୋକ ପାଣିଗ୍ରାହୀ ସସପେନ୍ସରେ ଦି ଏଣ୍ଡ, ବିଜେପିକୁ କହିଲେ ଗୁଡ଼ ବାଏ

ଭୁବନେଶ୍ବର(କେନ୍ୟୁଜ୍):  ଅଶୋକ ପାଣିଗ୍ରାହୀ ସସପେନ୍ସରେ ଦି ଏଣ୍ଡ। ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପକୁ ଝଟକା। ବିଜେପିକୁ ଗୁଡ଼ ବାଏ କହିଲେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ। ଗତ କିଛି ଦିନ ହେବ ତାଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ବିଜେପୁର ପାଇଁ ତାଙ୍କୁ ଦଳ ପ୍ରାର୍ଥୀ ନକରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଅଶୋକ। ଦଳରେ ଅଣଦେଖା ଅଭିଯୋଗ ବି ଆଣିଥିଲେ। ଆଜି ବିଜେପିକୁ ବାଏ ବାଏ କହିଛନ୍ତି। ତେବେ ସେ ଆଗକୁ କେଉଁ ଦଳରେ ସାମିଲ ହେବେ ସେନେଇ ସ୍ପଷ୍ଟ କରି ନାହାନ୍ତି। ଆଗକୁ ବିଜେପୁର ଭୋଟ ଥିବାରୁ ତାଙ୍କ ଗତିବିଧି ଉପରେ ଏବେ ସମସ୍ତଙ୍କ ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.