Below header
Browsing Tag

ganjam shutdown

୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ସହରାଞ୍ଚଳ ସଟ୍‌ଡାଉନ୍‌, ଟ୍ୱିଟ କରି ସୂଚନା ଦେଲେ ଜିଲ୍ଲାପାଳ

ଗଞ୍ଜାମ (କେ.ନ୍ୟୁଜ): ଗଞ୍ଜାମ ଜିଲ୍ଲାରେ ଚଳିତ ନଅ ତାରିଖ ଠାରୁ ତେର ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଟ୍ବିଟ୍ କରି ଜିଲ୍ଲାପାଳ ଏହି ସୂଚନା ଦେବା ସହ ବ୍ରହ୍ମପୁର ମହାନଗର, ସମସ୍ତ ଏନ୍ ଏ ସି ଅଞ୍ଚଳ ଏବଂ ବ୍ଲକ ହେଡ୍ କ୍ବାଟର ଅଞ୍ଚଳରେ ଲୋକଙ୍କ…

ଗଞ୍ଜାମ ଜିଲ୍ଲାରେ ଜାରି ହେଲା ୧୯ ଘଣ୍ଟିଆ ସଟଡାଉନ, ସୂଚନା ଦେଲେ ଜିଲ୍ଲାପାଳ

ଗଞ୍ଜାମ: ଗଞ୍ଜାମରେ ୧୯ ଘଣ୍ଟିଆ ସଟ୍‌ଡାଉନ୍‌ । ଆସନ୍ତା ଜୁନ୍‌ ୩୦ ତାରିଖ ଯାଏ ଗଞ୍ଜାମ ଜିଲ୍ଲାରେ ୧୯ ଘଣ୍ଟିଆ ସଟ୍‌ଡାଉନ୍ ବଳବତ୍ତର ‌ ରହିବ । ସଟ୍‌ଡାଉନ୍‌ ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ହେଲେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଦୋକାନ ଖୋଲା…