Below header
Browsing Tag

ganpati

ପୁଣେର ଗଣେଶ ପେଣ୍ଡାଲରେ ଭୟଙ୍କର ଅଗ୍ନିକାଣ୍ଡ; ଅଳ୍ପକେ ରକ୍ଷା ପାଇଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

ମହାରାଷ୍ଟ୍ରର ପୁଣେରେ ଏକ ଗଣେଶ ପେଣ୍ଡାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ମହାରାଷ୍ଟ୍ରର ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱନକୁଲେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ପୂଜାର୍ଚ୍ଚନା କରୁଥିବା ବେଳେ ପେଣ୍ଡାଲରେ ନିଆଁ ଲାଗିଥିବା ସୂଚନା ରହିଛି।…

‘ପୁଷ୍ପା’ ଷ୍ଟାଇଲରେ ଗଣପତି ବାପ୍ପାଙ୍କ ମୂର୍ତ୍ତି , ଅଲ୍ଲୁ ଅର୍ଜୁନଙ୍କ ହିଟ୍‌ ଅନ୍ଦାଜରେ ଆସିଲେ ନଜର

‘ପୁଷ୍ପା ଦି ରାଇଜ୍’ ଦେଖିବା ପରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍‌ ବହୁତ ଭାଇରାଲ୍‌ ହେବାରେ ଲାଗିଛି । ଫିଲ୍ମରେ ପୁଷ୍ପାଙ୍କ 'ଜୁକେଗା ନେହିଁ ' ଷ୍ଟାଇଲ ଫ୍ୟାନ୍ସଙ୍କ ହୃଦୟକୁ ଖୁବ ଛୁଇଁ ଥିଲା। ସୋସିଆଲ ମିଡିଆରେ ସମସ୍ତେ ପୁଷ୍ପା ଷ୍ଟାଇଲରେ ଭିଡିଓ ପ୍ରସ୍ତୁତ କରିବା ବର୍ତ୍ତମାନ ଟ୍ରେଣ୍ଡ…

ଆଜି ଭଗବାନ ଗଣେଶଙ୍କ ଦିନ…ବିଶେଷ କୃପା ପାଇବା ପାଇଁ ଏମିତି ଉପାୟରେ କରନ୍ତୁ ପୂଜା

ବୁଧବାର ପୂଜା ଭଗବାନ ଗଣେଶଙ୍କୁ ସମର୍ପିତ ରହିଛି। ଏହି ଦିନ ବିଧି ବିଧାନର ସହ ଗଣେଶଙ୍କ ପୂଜା କଲେ ଭକ୍ତଙ୍କର ସମସ୍ତ ଦୁଃଖ, ଯନ୍ତ୍ରଣା ଦୂର ହୋଇ ଯାଇଥାଏ ଏବଂ ମନସ୍କାମନା ପୂରଣ ହୋଇଥାଏ। ହିନ୍ଦୁ ଧର୍ମରେ କୌଣସି ବି ଶୁଭ ତଥା ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ଭଗବାନ ଗଣେଶଙ୍କ ପୂଜାରୁ ହୋଇଥାଏ।…

ବିଦାୟ ନେବେ ଗଣପତି, ଆଜି ଭସାଣି

ଭୁବନେଶ୍ବର(କେନ୍ଯୁଜ୍) :ଅଗ୍ର ପୂଜ୍ୟ ଗଣେଶ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି । ଏଥି ପାଇଁ ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢକୁ ଶୋଭାଯାତ୍ରରେ ନିଆଯାଇ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱରରେ ଶାନ୍ତି ଶୃଙ୍ଖଳାର ସହ ପୂଜା ଶେଷ ହେବା ପରେ ଗୋଟିଏ ପରେ ଗୋଟିଏ ମେଢକୁ ଭସାଣି ପାଇଁ…

ଭଲ ଦରମା ପରେ ମଧ୍ୟ ରହୁନି ଟଙ୍କା, ତେବେ ଗଣେଶ ଚତୁର୍ଥୀରେ ଆପଣାନ୍ତୁ ଏହି ଉପାୟ

ଭଲ ରୋଜଗାର ପରେ ମଧ୍ୟ ଯଦି ଆପଣଙ୍କ ପାଖରେ ଟଙ୍କାର ଅଭାବ ଦେଖାଯାଉଛି ତେବେ ଏହି ଗଣେଶ ଚତୁର୍ଥୀରେ ଏହାର ସମାଧାନ ହୋଇଯିବ। ଗଣପତିଙ୍କର ସଠିକ୍ ଭାବେ ପୂଜା କରିବା ଦ୍ବାରା ଘରେ ସୁଖଶାନ୍ତି ବଜାୟ ରହିଥାଏ। ଏପରି ମଧ୍ୟ କୁହାଯାଇଥାଏ ଯାହା ଉପରେ ଗଣେଶଙ୍କର ପ୍ରଭାବ ରହିଥାଏ ତାଙ୍କର ସମସ୍ତ…