Browsing Tag

girl climbs up wall

ବିନା ସାହାରାରେ କାନ୍ଥ ବାଡ଼ରେ ଚଢିଯାଉଛି କୁନି ଝିଅ, ଦେଖାଉଛି ସ୍ପାଇଡର୍ ମ୍ୟାନ୍ ପରି କାରନାମା

ସୋସିଆଲ୍ ମିଡିଆରେ ଅନେକ ଛୋଟ ଛୋଟ ପ୍ରତିଭାଙ୍କୁ ଦେଖିବାକୁ ମିଳୁଛି । ଯେଉଁ ମାନେ ଖୁବ୍ କମ୍ ସମୟରେ ଲୋକଙ୍କ ମନ ଜିଣିଥାନ୍ତି । ଭିଡିଓ ଭାଇରାଲ ହେବା ସହ ତାଙ୍କୁ ଲୋକଙ୍କ ଭଲ ପାଇବା ମିଳିଥାଏ । ସ୍ପାଇଡର- ମ୍ୟାନ୍ ବିଷୟରେ ପ୍ରାୟତଃ ସମସ୍ତେ ଜାଣନ୍ତି । ଆମେ ସମସ୍ତେ ସ୍ପାଇଡର ମ୍ୟାନ୍…