Below header
Browsing Tag

girl siucide

ରଜରେ ଏଭଳି ଚରମ ନିଷ୍ପତ୍ତି ନେଲେ ସଂଗୀତା, ଫ୍ୟାନ୍‌ରେ ଓଢ଼ଣୀ ଲଗାଇ ଝୁଲି ପଡ଼ିଲେ

ଭଦ୍ରକ (କେନ୍ୟୁଜ୍‌) : ରଜରେ ଯୁବତୀଙ୍କ ଝୁଲନ୍ତା ଅଵସ୍ଥାରେ ମୃତ ଦେହ ଉଦ୍ଧାର। ଭଦ୍ରକ ଟାଉନ ଥାନା ଜାନୁଗଞ୍ଜ ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ଏକ ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ଅଵସ୍ଥାରେ ମୃତଦେହ ଉଦ୍ଧାର କରିଛି ଟାଉନ ପୋଲିସ। ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଏହି ମୃତଦେହ ଉଦ୍ଧାର…