Browsing Tag

girl suicide in kumar purnami

ଭୁବନେଶ୍ୱର : କୁମାର ପୂର୍ଣ୍ଣମୀରେ ଡ୍ରେସ୍‌ ନହେବାରୁ କୀଟନାଶକ ଖାଇ ଆତ୍ମହତ୍ୟା କଲା ନାବାଳିକା

ଭୁବନେଶ୍ୱର (କେ ନ୍ୟୁଜ୍‌) : ନାଁ-ଚାନ୍ଦିନୀ ସାହୁ । ବୟସ ୧୫ ବର୍ଷ । ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ପାଣିକଟା ଗାଁରେ । ପାଣିକଟା ଗାଁର ମଦନ ସାହୁଙ୍କ ଝିଅ ହେଉଛି ଚାନ୍ଦିନୀ । ଆଜି କୁମାର ପୂର୍ଣ୍ଣମୀ । ଚାନ୍ଦିନୀର ସବୁ ସାଙ୍ଗମାନେ ଆଜି ନୂଆ ଡ୍ରେସ୍‌ ପିନ୍ଧୁଛନ୍ତି ।…