Browsing Tag

girlfriend issue

ଭୁବନେଶ୍ୱରରେ ଗର୍ଲଫ୍ରେଣ୍ଡ ପାଇଁ ଗଣ୍ଡଗୋଳ, ପବ୍‌ ନିକଟରେ ହାଇଡ୍ରାମା କରି ୧୦ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): ଗର୍ଲଫ୍ରେଣ୍ଡ ପାଇଁ ଗଣ୍ଡଗୋଳ । ପବ୍‌ ନିକଟରେ ହାଇଡ୍ରାମା କରି ବନ୍ଧା ହେଲେ ୧୦ଜଣ । ଗଣ୍ଡଗୋଳ କରିଥିବା୧୦ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌ । ଦୁଇ ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିଲା ଏହି ଘଟଣା । ଜଣେ ଯୁବତୀଙ୍କ ପାଇଁ ପ୍ରେମିକ ଓ…