Browsing Tag

gita gopinath

ଗୀତା ଗୋପିନାଥଙ୍କୁ ସୁନ୍ଦରୀ ଇକୋନୋମିଷ୍ଟ କହି ଅଡୁଆରେ ବିଗ୍ ବି, ୟୁଜର୍ସ କରୁଛନ୍ତି ଟ୍ରୋଲ

ବିଗ୍ ବି ଅମିତାଭ ବଚ୍ଚନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ତାଙ୍କ ଫିଲ୍ମକୁ ନେଇ ତ କେତେବେଳେ ନିଜ ସୋସିଆଲ ମିଡ଼ିଆ ଫୋଷ୍ଟକୁ ନେଇ । ଏବେ ଏମିତି ଏକ ଟିପ୍ପଣୀକୁ ନେଇ ବିଗ୍ ବି ଟ୍ରୋଲ ହୋଇଛନ୍ତି । ସୋସିଆଲ ମିଡିଆରେ ସେ ଫ୍ୟାନଙ୍କ ଟ୍ରୋଲର ଶିକାର ହୋଇଛନ୍ତି । କୌନ୍ ବନେଗା…