ଗୁଗଲ ପ୍ଲେ-ଷ୍ଟୋରରୁ ହଟାଇଲା ଏହି ଆପ, ହ୍ୟାକର୍ସ ପର୍ଯ୍ୟନ୍ତ ପହଞ୍ଚାଉଥିଲା ପର୍ସନାଲ ଫଟୋ ଆଉ ଭିଡିଓ
ନିକଟରେ ଏକ ରିପୋର୍ଟ ଆସିଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ଆଣ୍ଡ୍ରଏଡ୍ ଫୋନରେ ଭାଇରସ୍ ଏବଂ ମାଲୱେର୍ ବିତରଣ କରିବା ପାଇଁ ଗୁଗୁଲ୍ ପ୍ଲେ-ଷ୍ଟୋର ହେଉଛି ସବୁଠାରୁ ବଡ ଜରିଆ । ଥାର୍ଡ଼ ପାର୍ଟି ଆପ ଷ୍ଟୋର ତ ଏମିତିରେ ବଦନାମ । ତେବେ ଯେତେବେଳେ ଗୁଗଲ୍ ପ୍ଲେ ଷ୍ଟୋର୍ରେ କୌଣସି ମାଲୱେର୍,…