Browsing Tag

goat farmer

ଛେଳି ଗୋଟିଏ ମାଲିକ ଦୁଇଟା, ଘଟଣାକୁ ନେଇ ଥାନାରେ ଅଡ଼ୁଆ

ନୀଳଗିରି: ଛେଳି ପାଇଁ ବିବାଦ । ଛେଳି ଗୋଟେକୁ ମାଲିକ ଦୁଇ । ଥାନାରେ ଏତଲା ଦେଲେ ଉଭୟ ମାଲିକ । ଥାନାରେ ଅଟକିଛି ଛେଳି । ଛେଳି ଯାହା ପାଖକୁ ଯିବ, ଛେଳି ତାର । କିନ୍ତୁ କାହା ପାଖକୁ ବି ଗଲାନି ଛେଳି । ଥାନାରେ ଛେଳିକୁ ନେଇ ଅଡ଼ୁଆ । ଗୋଟିଏ ଛେଳିକୁ ନେଇ ହରଡ଼ଘଣାରେ ପୋଲିସ । ଜଣେ କହୁଛି ଛେଳି…

୫ଫୁଟ୍ ଲମ୍ବା ଏହି ବୋଦାର ଦାମ୍ ଶୁଣିଲେ ଉଡିଯିବ ହୋସ୍, ମାସକୁ ଲକ୍ଷ ଲକ୍ଷ ଟଙ୍କାର ଦେଉଛି ରୋଜଗାର

ଭୁବନେଶ୍ୱର (କେନ୍ୟୁଜ):  ଆଶ୍ଚର୍ଯ୍ୟ କିନ୍ତୁ ସତ । ହେଲେ ଆଖିରେ ଦେଖିଲା ପରେ ଏ ସତ ଟି ଭାରି କୌତୁକିଆ ଲାଗିବ । ଦ୍ଵିଗୁଣି ହୋଇଯିବ ଉତ୍ସାହ । ଏ ଯୁଗରେଏ ସମୟରେ ପୁଣି ଆକାଶକୁ ଛୁଇଁଲା ଭଳି ବୋଦା ରେଟ୍ ! ଯାହାକୁ ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼ । ଭାରି ସୁନ୍ଦର ଡଉଲ ଡାଉଲ ଦେଦଖିବାକୁ ଏ…

ଦିନେ ସୁରତରେ ପରପାଖେ ହୀରା କାଟୁଥିବା ସଞ୍ଜୟ, ଆଜି ଛେଳି ଫାର୍ମ କରି ନିଜେ କରୁଛନ୍ତି ରୋଜଗାର

ବର୍ତ୍ତମାନ ଚାଲିଛି କରୋନାର ଦ୍ୱିତୀୟ ଲହର। ପୁଣି ନିଜ ମାଟିକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ଡର ସେଇ ପେଟ ଚିନ୍ତା ପୁଣି ଘାଇଲା କରିବନି ତ ? ହେଲେ ଏଭଳି ହନ୍ତସନ୍ତ ହେଉଥିବା ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରିର ସଞ୍ଜୟ ଗୌଡ। ମାଟ୍ରିକ ପରେ…