Browsing Tag

goat rescued from borewell

କେନ୍ଦୁଝର: ଦୀର୍ଘ ସମୟ ଚେଷ୍ଟା ପରେ ବୋରିଙ୍ଗ ଭିତରୁ ଛେଳିକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

କେନ୍ଦୁଝର: କଥାରେ ଅଛି 'ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ" । ଯେଉଁ ପର୍ଯ୍ୟନ୍ତ ଶେଷ ସମୟ ନ ଆସିଛି କେହି ବି ଜୀବନର ଗୋଟିଏ ମୁହୂର୍ତ୍ତ ବି ନେଇ ପାରିବେ ନାହିଁ । ଏମିତି ହିଁ ଏକ ଦୃଶ୍ୟ ନିକଟରେ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକ ଅନ୍ତର୍ଗତ ଭଗାବନ୍ଧ…