Browsing Tag

goat theft file

ସରକାରୀ ଅଫିସରୁ ଫାଇଲ ଚୋରି କଲା ଛେଳି, ତା ପରେ ଏମିତି କିଛି ଘଟିଗଲା

ବିଭିନ୍ନ ସୋସିଆଲ ମିଡ଼ିଆରେ ଏବେ ଏକ ସରକାରୀ ଅଫିସର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶ ରାଜ୍ୟ କାନପୁର ସହରରେ ହିଁ ଘଟିଛି ଏମିତି ଏକ ଘଟଣା । ଏଠାକାର ଏକ ସରକାରୀ ଅଫିସରେ ହଟାତ ଏକ ଛେଳି ପଶିଯାଇଥିଲା । ଆଉ ଏକ ଫାଇଲ ନେଇ ଦୌଡ଼ି ପଳେଇଥିଲା । ଫାଇଲଟା ନିହାତି ରୂପେ ଅତି…