Browsing Tag

god mahavir

ମହାବୀର ଜୟନ୍ତୀକୁ ନିରାମିଷ ଦିବସ ଭାବେ ପାଳିବାକୁ ନିର୍ଦ୍ଦେଶ, ଜାରି ହେଲା ନିଷେଧାଜ୍ଞା

ବିହାର: ଆଜି ମହାବୀର ଜୟନ୍ତୀ। ଏ ଅବସରରେ ସାରା ଭାରତବର୍ଷର ହିନ୍ଦୁମାନେ ହନୁମାନଙ୍କୁ ପୂଜା କରୁଛନ୍ତି। ତେବେ ଏ ଅବସରରେ ବିହାର ସରକାର ଏକ ନୂଆ ଘୋଷଣା କରିଛନ୍ତି। ବିହାରରେ ଗୁରୁବାର ଦିନ ମହାବୀର ଜନ୍ମୋତ୍ସବକୁ ନିରାମିଷ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି। ମହାବୀର ଜୟନ୍ତୀ ଓ…

କେବଳ ହନୁମାନ ଚାଳିଶା ନୁହେଁ, ବଜରଙ୍ଗ ବାଣ ପାଠ କରିବା ଦ୍ୱାରା ମଧ୍ୟ ପ୍ରସନ୍ନ ହୁଅନ୍ତି ମହାବୀର; ଜାଣନ୍ତୁ ଏହାକୁ ପାଠ…

ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହେଉଛନ୍ତି ମହାବୀର ହନୁମାନ। କଳିଯୁଗରେ ମଧ୍ୟ ପବନ ସୁତ ପୃଥିବୀରେ ବିରାଜମାନ। ହନୁମାନଙ୍କ ଆରାଧନା କଲେ ସବୁ ପ୍ରକାର ଭୟ ଦୂର ହୋଇଥାଏ। ହନୁମାନଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଏ। ସେହିଭଳି ଯେଉଁମାନେ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତି…