ଆସୁଛି ନବରାତ୍ରୀ, ଜାଣନ୍ତୁ କେଉଁ ଦିଗରେ ପୂଜା କଲେ କେଉଁ ଫଳ ପ୍ରାପ୍ତି ହୁଏ
ନବରାତ୍ରୀ ୨୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ଏହି ସମୟରେ କିଛି ଲୋକ ମା’ଙ୍କ ପ୍ରତିମା କିମ୍ବା ଫଟୋ ଆଣି ଘରେ ପୂଜା କରିବେ। ଏଭଳି କ୍ଷେତ୍ରରେ ବାସ୍ତୁ ବିଜ୍ଞାନରେ ଦେବୀ ଦୁର୍ଗାଙ୍କ ଆଗମନ ପ୍ରସ୍ତୁତି ବିଷୟରେ ନିୟମ ଉଲ୍ଲେଖ ରହିଛି। ପ୍ରତ୍ୟେକ ଦେବଦେବୀଙ୍କର ଅଲଗା ଅଲଗା ଦିଗ ରହିଛି, ଯେଉଁଠି…