Below header
Browsing Tag

gold mine

ପେରୁ ସୁନା ଖଣିରେ ଭୟଙ୍କର ନିଆଁ, ୨୭ ଶ୍ରମିକ ଜୀବନ୍ତ ଦଗ୍ଧ

ଦକ୍ଷିଣ ପେରୁର ଏକ ସୁନା ଖଣିରେ ନିଆଁ ଯିବାରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହା ହେଉଛି ଦେଶର ସବୁଠାରୁ ବଡ ଖଣି ଦୁର୍ଘଟଣା । ପେରୁ ସରକାର ପକ୍ଷରୁ କୁହାଯାଇଛି ଯେ, ଶନିବାର ସକାଳେ ଦକ୍ଷିଣ ଆରେକିପା(Arequipa) ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ସୁନା…

ବର୍ଷା ଯୋଗୁ ମାଟି ଧସି ସୁନା ଖଣିର ରାସ୍ତା ହୋଇଗଲା ବନ୍ଦ, ହେଲେ ବଞ୍ଚିଗଲେ ୯ ଶ୍ରମିକ: ଦେଖନ୍ତୁ ଭିଡିଓ

‘ରଖେ ହରି ତ ମାରେ କିଏ’ ।  ଖଣି ଭିତରୁ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଗଲେ ଶ୍ରମିକ । କଙ୍ଗୋର ଏକ ସୁନା ଖଣି ଭିତରେ ଶ୍ରମିକମାନେ କାମ କରୁଥବା ବେଳେ ଅଚାନକ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ମାଟି ଧସି ଖଣି ରାସ୍ତା ବନ୍ଦ ହୋଇ ଯାଇଥିଲା । ଆଉ ତା ଭିତରେ ରହି ଯାଇଥିଲେ ଶ୍ରମିକମାନେ । ଯାହାର…

କଲମ୍ବିଆ: ସୁନା ଖଣି ଧସି ୧୦ ଶ୍ରମିକଙ୍କ ମୃତ୍ୟୁ

କଲମ୍ବିଆର ଲୋଙ୍ଗଟୁଆରେ ସୁନା ଖଣି ଧସି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକଙ୍କ ପତ୍ତା ମିଳି ପାରିନାହିଁ। ସେଠାକାର ରାଜ୍ୟପାଳ କହିଛନ୍ତି ଯେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ହେଉଛନ୍ତି ସୁନା ଖଣିରେ କାମ କରୁଥିବା ଶ୍ରମିକ। ଏଭଳି ଅଭାବନୀୟ ଘଟଣା ପରେ ରାଜ୍ୟପାଳ…

ରାଜସ୍ଥାନରେ ଠାବ ହେଲା ୧୧ଲକ୍ଷ ଟନର ସୁନା ଭଣ୍ଡାର, ଦେଶରେ ଥିବା ସମୁଦାୟ ସୁନାଠାରୁ ୫ ଗୁଣା ଅଧିକ

ରାଜସ୍ଥାନର ଅଲୱାର୍ ଜିଲ୍ଲାର ଥାନାଗାଜି ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ଏକ ସ୍ଥାନ ମୁଦିୟାବାସ। ସାରିସ୍କା ଟାଇଗର ପ୍ରକଳ୍ପ ଠାରୁ 6 କିଲୋମିଟର ଏବଂ ଜିଲ୍ଲା ମୁଖ୍ୟାଳୟ ଅଲୱାର ଠାରୁ ପ୍ରାୟ 50 କିଲୋମିଟର ଦୂରରେ ଥିବା ମୁଦିୟାବସ୍ ଭୂଗର୍ଭରେ ସୁନା, ରୂପା ଏବଂ ତମ୍ବା ସମେତ ବିଭିନ୍ନ ଖଣିଜ…