Browsing Tag

gold ornaments loot

ବଡ଼ ଧରଣର ଚୋରି: ଘରେ ପଶି ତାଲା କାଟି ସର୍ବସ୍ୱ ଲୁଟିନେଲେ

ଭଦ୍ରକ(କେନ୍ୟୁଜ୍): କଳାକନା ବୁଲାଇଲେ ଚୋର । ତାଲା କାଟି ଘରେ ପଶିବା ସହିତ ସର୍ବସ୍ୱ ଲୁଟିନେଲେ । ଗଡ଼ରେଜ୍ ଭାଙ୍ଗି ଟଙ୍କା ସୁନା ଗହଣା ନେଇ ଛୁ ମାରିଲେ । ଘର ଯାକ ଛିନ୍ ଛତ୍ର ହୋଇପଡିଛି ଲୁଗାପଟା । ଯାହାକୁ ଦେଖିଲେ ଅନୁମାନ କରିପାରିବେ କି ଘରେ ପଶି ସବୁ ଦରାଣ୍ଡି ପୋଛି ନେଇଛନ୍ତି…

ଉଦଳା : ବାଇକ୍‌ରେ ଆସିଲେ ଦିନ ଦିପହରରେ ଘରେ ପଶି ସବୁ ଲୁଟି ନେଲେ

ଉଦଳା (କେନ୍ଯୁଜ୍): ବାଇକ୍‌ରେ ଆସି ଘରେ ପଶିଲେ ,ଗହଣା ଲୁଟିନେଲେ। ଉଦଳା ଥାନା NAC ୫ ନଂ ୱାର୍ଡରେ ଏହି ଘଟଣା ଘଟିଛି। ସ୍ପଷ୍ଟ ଦିବାଲୋକରେ ଏହି ଲୁଟ୍‌ ହୋଇଛି। ଉଦଳା ଥାନା ୫ନଂ ୱାର୍ଡର ବାସିନ୍ଦା ନିରଞ୍ଜନ ସାହୁଙ୍କ ସ୍ତ୍ରୀ ମମତା ସାହୁ ଘରେ ଏକୁଟିଆ ଥିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କ…