Below header
Browsing Tag

gold rate hike

ଇ୍ରସାଏଲ-ହମାସ୍ ଯୁଦ୍ଧ ଭିତରେ ସୁନା ବଜାରରେ ଲାଗିଛି ନିଆଁ, ୬୦ ହଜାର ପାର ହେବ ସୁନା ଦର

ପାର୍ବଣ ଋତୁ ପାଇଁ ଲୋକଙ୍କ ମନରେ ଉତ୍ସାହ ଭରି ଯାଇଛି । କିନ୍ତୁ ସୁନା କିଣିବା ପାଇଁ ପ୍ଲାନ କରିଥିବା ଲୋକଙ୍କ ମନରେ ବର୍ତ୍ତମାନ ଚିନ୍ତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । କାରଣ ସୁନା ଦରରେ ବର୍ତ୍ତମାନ ଲାଗିଛି ନିଆଁ । ଆଗକୁ ଦୁର୍ଗାପୂଜା ଓ ଦୀପାବଳି ପାଇଁ ଲୋକମାନେ କେତେ କଣ ପ୍ଲାନ…

ସୁନା ଦାମର ତାଜା ଅପଡେଟ୍ : ଜାଣନ୍ତୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରର ମୂଲ୍ୟ

ପ୍ରତ୍ୟେକ ଦିନ ସୁନା ମୁଲ୍ୟରେ ଫ୍ରେସ୍ ଅପଡେଟ ଜାଣିବାକୁ ଚାହୁଁଥିଲେ ଆମର ଏ ପାଠ୍ୟକ୍ରମକୁ ନିଶ୍ଚୟ ପଢ଼ନ୍ତୁ। ଏଠାରେ ଆପଣ ଓଡିଶା ସମେତ ଦେଶର ପ୍ରମୁଖ ସହରର ସୁନା ଦାମ୍ ପ୍ରଥମେ ଜାଣିପାରିବେ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି…

ପୁଣି ବଢିଲା ସୁନା ଦାମ୍, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଦାମ୍

ସୁନା କିଣିବାକୁ ଚାହୁଁଛନ୍ତି କି ? ବଢିବା ଆଗରୁ କିଣିନିଅନ୍ତୁ। ଆଜି ସୁନା ମୂଲ୍ଯରେ ୧୬୦ ଟଙ୍କା ବୃଦ୍ଧି ପାଇଛି। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୯,୨୨୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦,୨୨୦ ଟଙ୍କାରେ ପହଞ୍ଚିଥିବା…

ନୂଆବର୍ଷ ପୂର୍ବରୁ ବଢ଼ିଲା ସୁନା, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ବଢ଼ିଲା ସୁନା ଦର।‌ ଗତକାଲି ତୁଳନାରେ ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୪୦ ଟଙ୍କା ବଢ଼ିଛି। ସେହିଭଳି ୨୪ କ୍ୟାରେଟ ସୁନା ଦର ମଧ୍ୟ ୬୦ ଟଙ୍କା ବୃଦ୍ଧି ପାଇଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୮୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା…

ସାମାନ୍ୟ ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ୍

ସାମାନ୍ୟ ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୩୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୮୬୦ ଟଙ୍କାରେ ପହଁଚିଥିବା ଜଣାଯାଇଛି। ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା…

ପୁଣି ବଢିଲା ସୁନା ଦାମ୍‌, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଗ୍ରାମ ପ୍ରତି ମୂଲ୍ୟ

ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଥିବା ଜଣାଯାଇଛି । ରବିବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦରରେ ପାଖାପାଖି ୩୦୦ ଟଙ୍କା ବଢି ୫୧,୧୭୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୯୭୦ ଟଙ୍କାରେ ପହଁଚିଥିବା ଜଣାଯାଇଛି । ସେହିପରି…

କରୋନା ଯୋଗୁଁ ବଢିଲା ସୁନା ଦର, ଜାଣନ୍ତୁ କେତେ ହେଲା ଦାମ୍

ଚୀନରେ ଦେଖାଦେଇଥିବା ମହାମାରୀ କରୋନା ଯୋଗୁଁ ଏପର୍ଯ୍ୟନ୍ତ ପାଖାପାଖି ୩୦୦୦ ହଜାର ଲୋକ ମୃତ୍ୟୁବରଣ କରିସାରିଲେଣି। ଏହାର ପ୍ରଭାବ ବୈଦ୍ୟୁତିକ ଉପକରଣ ଶିଳ୍ପ ଉପରେ ପଡିଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏବେ ସୁନା ଦାମ ୧୦ ଗ୍ରାମ୍‌ ପିଛା ୪୩ ହଜାର ୫୯୩…