Browsing Tag

google quantum computer

୨୦୦ ସେକେଣ୍ଡରେ କଲା ୧୦,୦୦୦ ବର୍ଷର କାମ, କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗର ସଫଳତା ଉପରେ ଗୁଗଲର ଦାବି

ଗୁଗଲର ଗବେଷକମାନେ ଏକ ଏପରି କ୍ୱାଣ୍ଟମ କମ୍ପ୍ୟୁଟର ପ୍ରସ୍ତୁତ କରିବାର ଦାବି କରିଛନ୍ତି ଯାହା ଦୁନିଆର ଯେକୌଣସି ପ୍ରକାର ସୁପର କମ୍ପ୍ୟୁଟର ଠାରୁ ମଧ୍ୟ ଆଗରେ । ଗୁଗଲ ଦାବି କରିଛି ଯେ ସ୍ପିଡ଼ ମାମଲାରେ ଏହି କମ୍ପ୍ୟୁଟର ଯେକୌଣସି ପ୍ରକାର ସୁପର କମ୍ପ୍ୟୁଟରକୁ ମଧ୍ୟ ପଛରେ ପକାଇ ଦେବ । ଗୁଗଲ…