Below header
Browsing Tag

gopalpur port

ଗୋପାଳପୁର ପୋର୍ଟକୁ କିଣିଲା ଆଦାନୀ ଗ୍ରୁପ୍ ,୩୦୮୦ କୋଟି ଟଙ୍କାରେ ଚୁକ୍ତି ସ୍ୱାକ୍ଷରିତ

(କେନ୍ୟୁଜ): ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ ଜୋନ ଓଡ଼ିଶାର ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ହାସଲ କରିଛି । ଗୋପାଳପୁର ବନ୍ଦରରେ ୧୩ ଶହ ୪୯ କୋଟି ବିନିଯୋଗ କରି ଆଦାନୀ ଗ୍ରୁପ ପୂର୍ବ ଉପକୂଳରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି । ଆଦାନୀ ଗ୍ରୁପ ଏସପି ଗ୍ରୁପର ୫୬ ପ୍ରତିଶତ…

ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଗୋପାଳପୁର ବନ୍ଦର, ନିଆଯାଉଛି ସମସ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ

ଭୁବନେଶ୍ୱର: ବର୍ତ୍ତମାନର କରୋନା ସଂକଟ ସମୟରେ ସ୍ୱାଭାବିକ ଭାବେ କାମ କରୁଛି ଗୋପାଳପୁର ବନ୍ଦର । ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅଧୀନରେ ଆସୁଥିବାରୁ ଗୋପାଳପୁର ପୋର୍ଟସ୍ ଲିମିଟେଡ୍‌ରେ କାର୍ଯ୍ୟ ସ୍ୱାଭାବିକ ରହିଛି । ବର୍ଥରେ ମାଲ ପରିଚାଳନା ଜାରି ରହିଛି । ତେବେ କୋଭିଡ୍‌-୧୯କୁ…