ସରକାରୀ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି! ବାସ୍ ଗୋଟିଏ କଲ୍ରେ ଘରେ ବସି ହୋଇଯିବ ସବୁ କାମ; ଫଟାଫଟ୍ ସେଭ କରି…
କରୋନା ମହାମାରୀ ପରଠାରୁ ଲୋକମାନେ ଯେତେ ସମ୍ଭବ ଘରୁ ସବୁ ଗୁରୁତ୍ୱପୂର୍ଣ୍ଣ କାମ ପୂରା କରୁୁଛନ୍ତି। ଏଭଳି ପରିସ୍ଥିତିରେ ଦେଶର ସମସ୍ତ ସରକାରୀ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଘରେ ବସି ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନ କରୁଛନ୍ତି। ବଢ଼ି ଚାଲିଥିବା କରୋନା ମାମଲା ଭିତରେ ପଞ୍ଜାବ ନ୍ୟାସନାଲ…