ଚାଲିଥିଲା ଜେଜେଙ୍କ ଦଶାହ କାର୍ଯ୍ୟ, ପୋଖରୀରେ ଗାଧୋଉଥିବା ବେଳେ ଚାଲିଗଲା ନାତିର ଜୀବନ
ଵାଲେଶ୍ୱର : ହସ୍ପିଟାଲ ବେଡରେ ପୁଅ ଚିର ନିଦ୍ରାରେ ଶୋଇଛି । ମା’ ପୁଅର ଛାତିରେ ମୁଣ୍ଡ ରଖି ଭୋ ଭୋ ହୋଇ କାନ୍ଦୁଛି । ମୁଣ୍ଡ ପିଟି କହୁଛି କିଏ ମୋତେ ବୋଉ ବୋଲି ଡାକିବ ? ଉଠରେ ବାବା.. ଉଠରେ ଦେଖ ତୋ ବୋଉ …. ମୋତେ ବୋଉ ବୋଲି ଡାକ ଥରେ…ମୋ ଧନ ସୁନା ଏ ତୋର କଣ ହୋଇଗଲା….। ପୁଅକୁ ଏପରି…