କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ୮୬ ଲକ୍ଷ ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ମୃତଦେହ ସତ୍କାର ଗୃହ
ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ପଦ୍ମପୁର ସଦରମହକୁମା ପାଟାଣାଗଡ ରାସ୍ତା ରାଜଘାଟ ପାଖରେ ନିର୍ମିତ ନୂତନ ଅତ୍ୟାଧୁନିକ ଦାହ ସଂସ୍କାର ଗୃହ । ତେବେ ସହର ବଢିବା ସାଙ୍ଗକୁ ଜନ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ହେଲେ ସହରରେ ଗୋଟିଏ ମାତ୍ର ମୃତଦେହ ସତ୍କାର ସ୍ଥଳ ଗଡଭାଟି ରାସ୍ତାରେ ଥିବା ବେଳେ…