Browsing Tag

great wall of china

ଜାଣନ୍ତୁ ଚୀନର ଏହି ବିଶାଳ କାନ୍ଥ ସହ ଜଡିତ କିଛି ରୋଚକ ତଥ୍ୟ

ଚୀନର ବିଶାଳ କାନ୍ଥ ବିଷୟରେ କିଏ ବା ନଜାଣେ। ଏହା କେବଳ ଚୀନ ନୁହେଁ ବରଂ ବିଶ୍ୱର ମଧ୍ୟ ସବୁଠାରୁ ଲମ୍ବା କାନ୍ଥ। ଏହା ବିଶ୍ୱର ୭ ଟି ଅଜୁବୋରେ ସାମିଲ, ଯାହାକୁ ଇଂରାଜୀରେ 'ଗ୍ରେଟ ୱାଲ ଅଫ ଚାଇନା' କୁହାଯାଇଥାଏ। ଏହି କାନ୍ଥ ତିଆରି କରିବା ପାଇଁ ଇଟା, ପଥର, ବାଡ଼ି ଏବଂ ଧାତୁର ବ୍ୟବହାର…