Browsing Tag

green peas

ଶୀତଦିନେ ଖାଆନ୍ତୁ ଗ୍ରୀନ ମଟର ମିଳିବ ଅନେକ ଭିଟାମିନ୍, ଜାଣନ୍ତୁ ଏହାର ୫ଟି ଲାଭ

ଶୀତଋତୁରେ ଅଧିକ ସବୁଜ ପନିପରିବା ଖାଇବା ଉଚିତ୍ । ଏହା ଦ୍ୱାରା ଆମେ ଅନେକ ରୋଗରୁ ମୁକ୍ତି ପାଇପାରିବା । ଶୀତଋତୁରେ ଗ୍ରୀନ ମଟରର ଚାହିଦା ବେଶ ଅଧିକ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ…

ପନିର କିମ୍ବା କୋବିରେ ଗ୍ରୀନ ମଟର ପକାଇ ତରକାରୀ ନିଶ୍ଚିତ ଖାଇଥିବେ, ହାଲଓ୍ଵା କେବେ ଟ୍ରାଏ କରିଛନ୍ତି କି ?

ଶୀତଦିନରେ ବଜାରରେ ଗ୍ରୀନ ମଟର ଅନ୍ୟ ଦିନ ଅପେକ୍ଷା ଅଧିକ ମିଳିଥାଏ। ଏହା ଖାଇବା ଦ୍ୱାରା ଶରୀରକୁ ପୌଷ୍ଟିକ ତତ୍ତ୍ୱ ଭରପୂର ଭାବେ ମିଳିଥାଏ। ମଟରକୁ ଆମେ କୋବି ତରକାରୀ, ପନିର ଇତ୍ୟାଦିରେ ପକାଇ ତରକାରୀ କରିଥାଉ। ମାତ୍ର ୧୫ ମିନିଟରେ ଏହାକୁ ଆପଣ ପ୍ରସ୍ତୁତ କରିପାରିବେ। ପିଲା ଠାରୁ ଆରମ୍ଭ କରି…

ପ୍ରତିଦିନ ଖାଆନ୍ତୁ ଏହି ୩ଟି ଜିନିଷ, ପେଟ ଚର୍ବି କମ୍‌ କରିବାର ସହଜ ଉପାୟ

ଖରାପ ଲାଇଫଷ୍ଟାଇଲ ଏବଂ ଖାଦ୍ୟପେୟ ଯୋଗୁଁ ଆଜିକାଲି ଅଧିକାଂଶ ଯୁବପିଢିଙ୍କର ଅନେକ ସମସ୍ୟା ଦେଖାଯାଉଛି। ଏହା ମଧ୍ୟରେ ପ୍ରମୁଖ ସମସ୍ୟା ଭାବେ ରହିଛି ମୋଟାପଣ। ଆଉ ଓଜନ କମ୍‌ କରିବା ପାଇଁ ଅଧିକାଂଶ ଲୋକ ବ୍ୟାୟାମ କରନ୍ତି, ଜିମ୍‌ ଯାଆନ୍ତି। କିନ୍ତୁ ଏହାର ଫାଇଦା ମିଳେନାହିଁ। ଓଜନ କମ୍‌…

ଖାଦ୍ୟରେ ଅଧିକ ମାତ୍ରାରେ ଗ୍ରୀନ ମଟର ବ୍ୟବହାର କରୁଥିଲେ ସାବଧାନ ! ଜାଣନ୍ତୁ କ’ଣ କରେ କ୍ଷତି

ଶୀତଦିନ ଆସିବା ମାତ୍ରେ ଗ୍ରୀନ ମଟର ମାର୍କେଟକୁ ଆସିଯାଏ। ତେଣୁ ପ୍ରତିଟି ଖାଦ୍ୟରେ ଗ୍ରୀନ ମଟରର ବ୍ୟବହାର ଅଧିକାଂଶ ଲୋକେ କରନ୍ତି। କିଛି ଲୋକ ଏହାକୁ ସିଝାଇ ମଧ୍ୟ ଖାଆନ୍ତି। ଗ୍ରୀନ ମଟର ଖାଇବା ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ମଧ୍ୟ…

ପୋଷଣରେ ଭରପୁର ସବୁଜ ମଟର ଛୁଇଁ, ମୋଟାପଣ ଠାରୁ ଆରମ୍ଭ କରି ଅନେକ ରୋଗକୁ କରିଥାଏ ଦୂର

ଋତୁ ଅନୁସାରେ ଖାଦ୍ୟପେୟର ମଧ୍ୟ ପରିବର୍ତ୍ତନ ହୋଇଥାଏ। ସେହିପରି ଶୀତ ଋତୁରେ ପ୍ରାୟ ସମସ୍ତେ ମଟର ଖାଇବାକୁ ପସନ୍ଦ କରନ୍ତି। ଛୋଟ ଦେଖାଯାଉଥିବା ମଟର ଛୁଇଁ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଅନେକ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ । ଏଥିରେ ପ୍ରଚୁର ପରିମାଣରେ ତନ୍ତୁଜ, ପୋଟାସିୟମ,…