Browsing Tag

greenland

ଭାଙ୍ଗିଲା ଗ୍ରୀନ୍‌ଲ୍ୟାଣ୍ଡର ସବୁଠୁ ବଡ଼ ଗ୍ଲେସିୟର, ଚଣ୍ଡୀଗଡ଼ ସହର ଆକାର ବରଫଖଣ୍ଡ ମିଶିଲା ସମୁଦ୍ରରେ; ଦେଖନ୍ତୁ ଫଟୋ

ଗ୍ଲୋବାଲ ଓ୍ଵାର୍ମିଂ ଯୋଗୁ ଧୀରେ ଧୀରେ ଗ୍ଲେସିୟର ତରଳିବାରେ ଲାଗିଛି। ଭବିଷ୍ୟତରେ ଏଭଳି ସ୍ଥିତି ଲାଗି ରହିଲେ ପରିସ୍ଥିତି ଭୟାବହ ହେବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ତେବେ ନିକଟରେ ଆର୍କଟିକର ଗ୍ରୀନ୍‌ଲ୍ୟାଣ୍ଡରେ ଏକ ବିରାଟ ବଡ଼ ଗ୍ଲେସିୟର ଭାଙ୍ଗିପଡ଼ିଛି। ଏହି ଖଣ୍ଡ ଏତେ ବଡ଼ ଯେ…